ଛକ ପାଲଟିଛି ମରଣ ଯନ୍ତା: କେବେ ହଟିବ ଶ୍ରୀଦେବୀ ଛକର ବିଦ୍ୟୁତ୍ ଖମ୍ବ?

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼-କଳ୍ପନା ଟକିଜ୍ ରାସ୍ତାରେ ଶ୍ରୀ‌ଦେବୀ ଛକ ମଝିରେ ଠିଆ ହୋଇଛି ଏକ ବିଦ୍ୟୁତ୍ ଖମ୍ବ। ଭୟଙ୍କର ଭାବେ ଛକ ମଝିରେ ଥିବା ଏହି ବିଦ୍ୟୁତ୍ ଖମ୍ବଟି ବହୁ ଦୁର୍ଘଟଣାର କାରଣ ପାଲଟିଛି। ରାତି ହେଲେ ଏହି ଖମ୍ବ ପାଇଁ ଅଧିକ ବିପଜ୍ଜନକ ହୋଇ ପଡ଼ୁଛି ଶ୍ରୀଦେବୀ ଛକ। କିନ୍ତୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ବି ଖମ୍ବକୁ ସ୍ଥାନାନ୍ତର କରାଯାଉନାହିଁ। ଫଳରେ ସ୍ଥାନୀୟ … Continue reading ଛକ ପାଲଟିଛି ମରଣ ଯନ୍ତା: କେବେ ହଟିବ ଶ୍ରୀଦେବୀ ଛକର ବିଦ୍ୟୁତ୍ ଖମ୍ବ?